Jump to content

ପାରଖା

ଉଇକିଅଭିଧାନ‌ରୁ

ପାରଖା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ପାରକ)

[ସମ୍ପାଦନା]
୧. ଚତୁର; ସିଆଣା — ୧, Clever.
୨. ଶଠ; ଧୂର୍ତ୍ତ —୨. Cheating; sly; artful.
୩. ଦୁଷ୍ଟ —୩. Wicked.
୪. ଶୀଘ୍ରଗାମୀ —୪. Swift.

ବାପ ବଙ୍କା , ପୁଣ ସଳଖା, ନାତି ଟୋକା ଭାରି ପାରକା ପ୍ରହେଳିକା