Jump to content

ପାରଖା ପଣ

ଉଇକିଅଭିଧାନ‌ରୁ

ପାରଖା ପଣ

ଉଚ୍ଚାରଣ

[ସମ୍ପାଦନା]

ପାରକା ପଣିଆ, ପାରକା ପଣିଆଁ ଅନ୍ୟରୂପ

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାରକ)

[ସମ୍ପାଦନା]
୧. ଚତୁରତା — ୧. Cleverness.
୨. ଶଠତା; ଧୂର୍ତ୍ତତା — ୨. Slyness; artfulness.