Jump to content

ପାରଖୀ

ଉଇକିଅଭିଧାନ‌ରୁ

ପାରଖୀ

ଉଚ୍ଚାରଣ

[ସମ୍ପାଦନା]

(ପାରକ୍ଷୀ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ପରୀକ୍ଷାକ)

[ସମ୍ପାଦନା]

ଯେ ପରଖ କରେ; ପରୀକ୍ଷକ — Testing; examining.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପରଖାଳୀ; ପରୀକ୍ଷା କରିବା ବ୍ୟକ୍ତି — Examiner; tester.

ମାରକି ଗଢ଼ିଲା ଏ ମୂର୍ତ୍ତିକି କରି ଯୁବତୀ—ଧୃତି ପାରଖୀ ରାଧାନାଥ. ଯଯାତି