ପାରଗତ
ଦେଖଣା
ପାରଗତ
ଉଚ୍ଚାରଣ
[ସମ୍ପାଦନା](ପାରଗାମୀ—ଅନ୍ୟରୂପ)
ପାରଗତା, ପାରଗାମିନୀ ସ୍ତ୍ରୀ
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୬ଷ୍ଟୀ ତତ୍; ପାର+ଗତ)
[ସମ୍ପାଦନା]- ୧. ନଦୀକୁ ପାର ହୋଇଥିବା; ଉତ୍ତୀର୍ଣ୍ଣ — ୧. Having crossed a river.
- ୨. ପାରଗ (ଦେଖ) - ୨. Pāraga (See)
- ୩. ପବିତ୍ର —୩. Pure; sacred.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଜିନ —A Jaina saint.
ଦେଶଜ - ବିଶେଷଣ -
[ସମ୍ପାଦନା]ତାଲିମ ହୋଇଥିବା —Trained.