Jump to content

ପାରତନ୍ତ୍ରିକ

ଉଇକିଅଭିଧାନ‌ରୁ

ପାରତନ୍ତ୍ରିକ

ଉଚ୍ଚାରଣ

[ସମ୍ପାଦନା]
(ପାରତନ୍ତ୍ରିକା—ସ୍ତ୍ରୀ) 

ସଂସ୍କୃତ - ବିଣ—(ପରତନ୍ତ୍ର+ସମ୍ୱନ୍ଧେ. ଇକ)

[ସମ୍ପାଦନା]
୧. ପରାଧୀନ — ୧. Dependent.
୨. ପରତନ୍ତ୍ର —୨. Subservient.
୩. ଅନ୍ୟ ବ୍ୟକ୍ତିର ଧର୍ମ ଶାସ୍ତ୍ରରେ ଉପଦିଷ୍ଟ — ୩. Enjoined by the religious treatise of another. (Apte).