Jump to content

ପାରତ୍ରିକ

ଉଇକିଅଭିଧାନ‌ରୁ

ପାରତ୍ରିକ

ଉଚ୍ଚାରଣ

[ସମ୍ପାଦନା]

(ଐହିକ—ବିପରୀତ)

ସ. ବିଶେଷଣ - (ପରତ୍ର+ସମ୍ୱନ୍ଧାର୍ଥେ. ଇକ)

[ସମ୍ପାଦନା]
୧. ପରଲୋକ ସମ୍ୱନ୍ଧୀୟ —୧. Relating to future existence; relating to the life after death. relating to the next world after death.
୨. ପରଲୋକରେ ଆବଶ୍ୟକ ବା ଉପକାରୀ — ୨. Useful in the future existence.
୩. ପରଲୋକରେ ଅର୍ଥାତ୍ ମୃତ୍ୟୁ ପରେ ଭୋଗ କରାଯିବା — ୩. Enjoyble in the future life.