Jump to content

ପାରତ୍ ପକ୍ଷରେ

ଉଇକିଅଭିଧାନ‌ରୁ

ପାରତ୍ ପକ୍ଷରେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ପାରତ ପକ୍ଷେ, ପାରତ ପକ୍ଷରେ—ଅନ୍ୟରୂପ)

ଦେଶଜ - ଅ. (ବଙ୍ଗଳାରୁ ଅନୁକୃତ)

[ସମ୍ପାଦନା]

ନିତାନ୍ତ ପକ୍ଷରେ; ଯାଥାସମ୍ଭବ; ଯେବେ ସମର୍ଥ ହୁଅ ତେବେ —At least, if possible.

(ଯଥା—ମାହତ୍ମା ଗାନ୍ଧିଙ୍କ ହୁକୁମ ଯେ, ପ୍ରତ୍ୟ୍ୟେକ ଲୋକ ପାରତୁ ପକ୍ଷରେ ମାସକୁ ୨ ଗଜ ସୂତା କାଟିବେ)