ପାରଦ
ଦେଖଣା
ପାରଦ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପାରଦ
|
ସଂସ୍କୃତ - ବି—(ପାର=ପର୍ଣ୍ଣତା+ଦା ଧାତୁ+କର୍ତ୍ତୃ. ଅ; ଯେ ଶରୀରକୁ ପର୍ଣ୍ଣତା ବା ପୁଷ୍ଟୀ ଦାନ କରେ
[ସମ୍ପାଦନା]- ୧. ପାରା ଧାତୁ — ୧. Mercury; quicksilver.
[ ଦ୍ର—ଏଥିରୁ ନାନାପ୍ରକାର ଔଷଧ ପ୍ରସ୍ତୁତ ହୁଏ]
- ୨. ପାରତ (ଦେଖ) - —୨. Pārata (See)
ସଂସ୍କୃତ - ବିଣ—(ପାର=ଅନ୍ୟ ତୀର+ଦା ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]ଯେ ଅପର ପାରକୁ ପାରି କରିଦିଏ)—ପାରକାରୀ; ନଦୀ ପାରି କରିବା (ବ୍ୟକ୍ତି) —Ferrying across; acting as a ferryman.