Jump to content

ପାରଦର୍ଶିକ

ଉଇକିଅଭିଧାନ‌ରୁ

ପାରଦର୍ଶିକ

ଉଚ୍ଚାରଣ

[ସମ୍ପାଦନା]

(ପାରଦଶତା(ତ୍ୱ)

ସଂସ୍କୃତ - ବିଣ—(ପାର+ଦୃଶ୍ ଧାତୁ ଣିଚ=ଦଶ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଯାହା ବିପରୀତ ପାରକୁ ଦେଖାଏ — ୧. Showing the opposite bank.
୨. ସ୍ୱଚ୍ଛ; ଯାହା ଭିତର ଦେଇ ଦେଖାଯାଇ ପାରେ — ୨. Transparent.