Jump to content

ପାରଦାରିକ

ଉଇକିଅଭିଧାନ‌ରୁ

ପାରଦାରିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ପରଦାର+ଆସକ୍ତ ଅର୍ଥରେ . ଇକ)

[ସମ୍ପାଦନା]

ପରସ୍ତ୍ରୀଗାମୀ; ପରସ୍ତ୍ରୀରତ —Adulterous.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଲମ୍ପଟ ବ୍ୟକ୍ତି —Adulterer.