Jump to content

ପାରଦେଶ୍ୟ

ଉଇକିଅଭିଧାନ‌ରୁ

ପାରଦେଶ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ—(ପରଦେଶ+ସ)

[ସମ୍ପାଦନା]
୧. ପ୍ରବାସୀ — ୧. Sojourning.


(ପାରଦେଶିକ, ପାରଦେଶ୍ୟ—ଅନ୍ୟରୂପ)

ପାରଦେଶ୍ୟା, ପାରଦେଶିକୀସ୍ତ୍ରୀ

୨. ବିଦେଶୀ — ୨. Foreign; outlandish.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପ୍ରବାସୀ ବ୍ୟକ୍ତି — ୧. A sojourner.
୨. ବିଦେଶୀ ବ୍ୟକ୍ତି —୨. A foreigner.
୩. ପଥିକ —୩. A traveller. (Apte).