ପାରବତୀ
ଦେଖଣା
ପାରବତୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ପାର୍ବତୀ)
[ସମ୍ପାଦନା]- ୧. ପାର୍ବ୍ୱତୀ — ୧. Goddess Pārabatī
ମହାଦେବ ମହର୍ଷିଗଣ ପାର୍ବତୀ ସେହିମଧ୍ୟ ଭୟ ଘେନିଲେ ନିଜମତି କୃଷ୍ଣସିଂହ ମହାଭାରତ. ବନ
- ୨. ପାର୍ବତୀ ନାମ୍ନୀ ସ୍ତ୍ରୀର ଡ଼ାକ ନାମ — ୨. Name for calling Pārbatī.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପ୍ରଜାବତି —Butterfly.