Jump to content

ପାରମିତ

ଉଇକିଅଭିଧାନ‌ରୁ

ପାରମିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପାରଂ+ଇ ଧାତୁ=ଯିବା+କର୍ତ୍ତୃ. ତ)

[ସମ୍ପାଦନା]
୧. ଅନ୍ୟ ପାରକୁ ଯାଇଥିବା —୧. Gone to the opposite bank (Apte).
୨. ପାରି ହୋଇଥିବା; ଯାହାକୁ କେହି ପାର ହୋଇଥାଏ — ୨୧. Crossed; transversed (Apte).
୩. ସର୍ବୋତ୍କୃଷ୍ଟ; ଯତ୍ପରୋନାସ୍ତି —୩. Transcendent.