Jump to content

ପାରମ୍ପର୍ଯ୍ୟ

ଉଇକିଅଭିଧାନ‌ରୁ

ପାରମ୍ପର୍ଯ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପରମ୍ପରା+ଯ)

[ସମ୍ପାଦନା]
୧. ଅନୁକ୍ରମ; କ୍ରମାନୟଯୁକ୍ତ ଧାରା; ପରମ୍ପରାକ୍ରମ —୧. Succession; regular succession.
୨. ପୁରୁଷାନୁକ୍ରମ; ବଂଶପରମ୍ପରା —୨. Succession for generations; successive generations; hereditary succession.
୩. ମୁହେଁ ମୁହେଁ ପୁରୁଷାନୁକ୍ରମେ ଚଳିଆସୁଥିବା କଥା — ୩. Oral traditions handed down to posterity.
୪. ମଧ୍ୟସ୍ଥତା —୪. Intermediation (Apte)

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ପାରମ୍ପରିକ —୧. Successive.
୨. ପରମ୍ପରାଗତ; ପୁରୁଷାନୁକ୍ରମେ ଆଗତ — ୨. Traditional; handed down from generation to generation.