Jump to content

ପାରଶବ

ଉଇକିଅଭିଧାନ‌ରୁ

ପାରଶବ

ଉଚ୍ଚାରଣ

[ସମ୍ପାଦନା]
(ପାରଶବୀ—ସ୍ତ୍ରୀ ଲିଙ୍ଗ) 

ସଂସ୍କୃତ - ବିଶେଷଣ - (ପରଶୁ+ଅ)

[ସମ୍ପାଦନା]

ପରଶୁ ସମ୍ୱନ୍ଧୀୟ — Relating to or derived for Paraṡu (axe) weapon.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଲୌହ ନିର୍ମିତ ଅସ୍ତ୍ର ବିଶେଷ;ଟାଙ୍ଗିଆ; କୁଠାର; ପରଶୁ —୧. Battle axe.
୨. (ଯାହାଦ୍ୱାରା ପରଶୁ ନିର୍ମିତ ହୁଏ)—ଲୌହ — ୨. Iron.
୩. ବ୍ରାହ୍ମଣ ଔରସରେ ଶୂଦ୍ରା ଗର୍ଭରୁ ଜାତ ସନ୍ତାନ; ନିଷାଦଜାତି — ୩. A son born of a Brāhmaṇa father and Ṡūdra mother as a result of amorous connection (Apte).
୪. ପର ସ୍ତ୍ରୀ ଗର୍ଭଜାତ ସନ୍ତାନ; ଜାରଜ — ୪. A bastard; an adulterine.
୫. ଏକ ପ୍ରାଚୀନ ଦେଶର ନାମ (ଯହିଁରୁ ମୁକ୍ତା ମିଳୁଥିଲା) (ହିନ୍ଦୀ - ଶ) —୫. Name of an ancient pearl-producing country.