Jump to content

ପାରଶୀକ ଯମାନୀ

ଉଇକିଅଭିଧାନ‌ରୁ

ପାରଶୀକ ଯମାନୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପାରସ୍ୟ ଦେଶୀୟ ଯୁଆଣୀ; ଖୋରାସାନୀ ଯୁଆଣୀ (ବିଷ) —Henbane; seeds of Hysocyamus Niger.

[ଦ୍ରଷ୍ଟବ୍ୟ —ବୈଦ୍ୟକ ମତରେ ଏହା କଟୁ, ରୁକ୍ଷ, ପାଚକ, ମଳ— ସଂଗ୍ରାହକ, ଉଷ୍ଣବୀର୍ଯ୍ୟ ମାଦକ, ଗୁରୁ, ବାତକର ଓ କଫନାଶକ]