Jump to content

ପାରାପାର

ଉଇକିଅଭିଧାନ‌ରୁ

ପାରାପାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପାର=ଏପାରି+ଅପାର=ଅନ୍ୟ ପାରି)

[ସମ୍ପାଦନା]
୧. ସମୁଦ୍ର —୧. Ocean.
୨. ନଦୀ ଆଦିର ଉଭୟ କୂଳ; ଏପାରି ସେପାରି — ୨. Both shores of a river.