ପାରାଶର
ଦେଖଣା
ପାରାଶର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପରାଶର+ଚରିତାର୍ଥେ. ଅ)
[ସମ୍ପାଦନା]- ୧. ପରାଶର ମୁନିଙ୍କ କର୍ତ୍ତୃକ ଉଚିତ ବା ସଙ୍କଳିତ —୧. Compiled or composed by sage Parāṡara.
- ୨. ପରାଶର ମୁନିଙ୍କ ସମ୍ୱନ୍ଧୀୟ — ୨. Relating to sage Parāṡara.
- ୩. (+ଅପତ୍ୟାର୍ଥେ. ଅ) ପରାଶର ବଂଶଜ — ୩. Born in the Family of Parāṡara.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ପରାଶର ମୁନିଙ୍କ ପୁତ୍ର ବେଦବ୍ୟାସ — ୧. Sage Byāsa, the composer of the Mahābhārata.
- ୨. ପରାଶର ସଂହିତା —୨. The code of Hindu law compiled by Parāṡara.