Jump to content

ପାରାଷୁଟ୍

ଉଇକିଅଭିଧାନ‌ରୁ

ପାରାଷୁଟ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବି—(ଇଂ ପାରାଷୁଟ୍)

[ସମ୍ପାଦନା]

ଉଡ଼ୁଥିବା ବେଲୁନ୍ରୁ ତଳକୁ ଓହ୍ଲାଇ ପଡ଼ିବା ନିମନ୍ତେ ବ୍ୟବହୃତ ଏକପ୍ରକାର ଛତା —Parachute.

[ଦ୍ରଷ୍ଟବ୍ୟ —ଏଥିରେ ଗୋଟିଏ ଟୋକେଇ ଝୁଲୁଥାଏ ଉଚ୍ଚରେ ଉଡ଼ୁ— ଥିବା ବେଲୁନରୁ ଓହ୍ଲାଇ ସେ ଟୋକାଇରେ ବସିଲେ ଟୋକେଇ ଉପରେ ବନ୍ଦଥିବା ଛତାଟି ମେଲା ହୋଇଯାଏ ଓ ତାହା ଧୀର ଧୀର ଭୁଇଁ ଆଡ଼କୁ ଖସି ଖସି ଆସେ]