Jump to content

ପାରାୟଣ

ଉଇକିଅଭିଧାନ‌ରୁ

ପାରାୟଣ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ -(ପାର=ସମାପ୍ତ+ଅୟନ=ଗମନ)

[ସମ୍ପାଦନା]
୧. ସମ୍ପୁର୍ଣ୍ଣତା; ସମାପ୍ତି —୧. End; completion; totality.
୨. ନିର୍ଦ୍ଦିଷ୍ଟ ସମୟରେ କୌଣସି ଗ୍ରନ୍ଥକୁ ସମ୍ପୁର୍ଣ୍ଣ କରି ପାଠ କରିବା; ମୂଳରୁ ଶେଷଯାଏ ପାଠ କରିବା —୨. Reading thorough of a book in a fixed time.
୩. ପୁରାଣ ପଢ଼ିବା; ପୁରାଣ ପାଠ — ୩. Reading of Purāṇa.
୪. ଉତ୍କୃଷ୍ଟ ସ୍ଥାନ —୪. Excellent place.