Jump to content

ପାରାୟିଣିକ

ଉଇକିଅଭିଧାନ‌ରୁ

ପାରାୟିଣିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ଫୁ. (ପାରାୟଣ+ଇକ)

[ସମ୍ପାଦନା]
୧. ପୁରାଣାଦି ଆଦ୍ୟୋପାନ୍ତ ପାଠ କରିବା ବ୍ୟକ୍ତି —୧. A person who reads a Purāṇa thorough.
୨. ଛାତ୍ର (ହିନ୍ଦୀ - ଶ) —୨. Student.