ପାରା ଛତି
ଦେଖଣା
ପାରା ଛତି
ଉଚ୍ଚାରଣ
[ସମ୍ପାଦନା]ପାରା ଛାତ୍ରି, ପାରା ଛାତରିଅନ୍ୟରୂପ
ଅନୁବାଦ
[ସମ୍ପାଦନା]ପାରା ଛତି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାରାବତ ଓ ସଂସ୍କୃତ - ଛତ୍ର)
[ସମ୍ପାଦନା]ପାରାମାନେ ଉଡ଼ି କରି ଆସି ବସିଯିବା ନିମିତ୍ତ ପୋତା ହେଇଥିବା ବାଉଁଶ ଅଗରେ ନିର୍ମିତ ଚତୁଷ୍କୋଣ ମଞ୍ଚ — A square framework of bamboo-laths put at the top of a pole driven to the ground for enabling the piegons to take rest after a flight; pigeons roost.