Jump to content

ପାରି

ଉଇକିଅଭିଧାନ‌ରୁ

ପାରି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ପା ଧାତୁ=ପିଇବା+ଅଧିକରଣ ଅରି)

[ସମ୍ପାଦନା]

ମଦ୍ୟପାନ ପାତ୍ର (ହିନ୍ଦୀ - ଶ) —Wine glass; wine cup.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାର)

[ସମ୍ପାଦନା]
୧. ନଦୀଆଦିର ଅପରପାର ବା ପାଖ — ୧. Opposite side or shore of a river or sea.
୨. ନଦୀଆଦିର ତୀର —୨. The shore of a river etc.

ଏହିଠାରୁ ଶତେକ ଯେ ଜନ ଅନ୍ତରେ ମ. ହାଦଧିଙ୍କର ଯେ ସେ ପାରି ଭିତରେ କୃଷ୍ଣସିଂହ ମହାଭାରତ ବନ

୩. ପାଖ; ପାର୍ଶ୍ୱ —୩. Side.
୪. ପାରହେବା; ଉଚ୍ଚାରଣ —୪. Crossing.
୫. ବିପଦଆଦିରୁ ଉଦ୍ଧାର — ୫. Deliverance from a danger.

ତୁମ୍ଭେ ମୋତେ କଲେଟି ଏ ଅଗ୍ନିରୁ ପାରି କୃଷ୍ଣସିଂହ. ମହାଭାରତ ବନ

୬. (ସ୍ତ୍ରୀ) ପାର୍ବତୀର ଡାକ ନାମ — ୬. Name for calling Pārbatī

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ନଦୀଆଦିକୁ ପାର ହୋଇଥିବା (ବ୍ୟକ୍ତି) — ୧. Crossed.
୨. ଯେ ଉଦ୍ଧାର ପାଇଅଛି —୨. Delivered.