Jump to content

ପାରିଜା

ଉଇକିଅଭିଧାନ‌ରୁ

ପାରିଜା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପର୍ଯ୍ୟାୟ)

[ସମ୍ପାଦନା]
୧. ଶ୍ରେଣୀ —୧. Class.
୨. ଗୀତଆଦି ବୋଲିବା ସମୟରେ ଗୀତର ଅର୍ଥ ଓ ଭାବ ପ୍ରକାଶାର୍ଥ ନର୍ତ୍ତକର ଅଙ୍ଗ ଓ ହସ୍ତାଦିର ଭଙ୍ଗି; ହସ୍ତକ — ୨. Manual representations made by a dancer to express the purport of the words used in the song which he is singing.