ପାରିଣାଯ୍ୟ
ଦେଖଣା
ପାରିଣାଯ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପରିଣୟ+ଯ)
[ସମ୍ପାଦନା]- ୧. ବିବାହ ସମ୍ୱନ୍ଧୀୟ — ୧. Relating to marriage.
- ୨. ବିବାହ ଉପଲକ୍ଷେ ପ୍ରାପ୍ତ —୨. Received on the occassion of marriage.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଯୌତୁକ; ବିବାହ ସମୟରେ କନ୍ୟା ଉପହାର ପାଇଥିବା ଧନ —୧. Property received by a girl at the time of marriage; Dower; dowry.
- ୨. ବିବାହ ସମୟରେ କନ୍ୟାରେ ଭବିଷ୍ୟତ ଜୀବିକାନିର୍ବାହାର୍ଥ କୃତ ବ୍ୟବସ୍ଥା —୨. Marriage settlement (Apte)