ପାରିଣାହ୍ୟ
ଘରକରଣା ଦ୍ରବ୍ୟମାନ; ଆସବାବ୍ପତ୍ର — Goods and chattels; housebhold articles and furniture.
(ଯଥା—ଖଟ, ପଲଙ୍କ, ବାସନ, ବରତନ, ଶିଳ, ଚକି, ଢ଼ିଙ୍କି, ବାକସ୍, ସିନ୍ଦୁକ, ପେଡ଼ି, ପେଟରା)