ପାରିଣି
ଦେଖଣା
ପାରିଣି
ଉଚ୍ଚାରଣ
[ସମ୍ପାଦନା](ପାରେଣି—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ପାରିଣି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଡଙ୍ଗାର କନ୍ଦି ବା କୋଠାରୀମାନଙ୍କୁ ତଳ ଦେଶରେ ବିଛା ଯାଇଥିବା ଶାହାଡ଼ାଝାଟି ବା ତଲେଇ — ୧. Mat or brush wood spread on the bottom of a boat.
- ୨. ପାରିଣି ବତା (ଦେଖ) - —୨. Pāriṇi batā (See)