Jump to content

ପାରିଣି ବତା

ଉଇକିଅଭିଧାନ‌ରୁ

ପାରିଣି ବତା

ଉଚ୍ଚାରଣ

[ସମ୍ପାଦନା]

(ପାରେଣିବତା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଯେଉଁ ବତା ଡଙ୍ଗାର ତଳେ ବା ଶଗଡ଼ର ଫଳିମାନଙ୍କ ଫାଙ୍କ ଉପରେ ବା ଘରର ରୁଅର ଫାଙ୍କମାନଙ୍କ ଉପରେ ବିଚ୍ଛା ଯାଇଥାଏ Split bamboos spread on the bottom of a boat or on the ribs of a thatch-frame.