ପାରିତଣ୍ଡ
ଦେଖଣା
ପାରିତଣ୍ଡ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ନଦୀଘାଟରେ ରାଜ୍ୟର ପ୍ରଜାମାନଙ୍କଠାରୁ ଆଦାୟ କରିବା କର —୧. A cess or tax levied from subjects at a ferry ghat.
- ୨. ନଦୀ ଓ ହ୍ରଦରେ ନୌକାବାଲାଙ୍କଠାରୁ ରାଜଙ୍କଦ୍ୱାରା ଆଦାୟ ହେଇଥିବା କର —୨. A ferry-rate levied by a kind from boatmen.
- ୩. ଚିଲିକାର ମଛଦିଆ—ପ୍ରଜାଙ୍କଠଆରୁ ଜମିଦାର ଯେଉଁ ଟିକସ ବା ରାଜସ୍ୱ ଆଦାୟ କରନ୍ତି —୩. Tas collected from fishermen by the local samindar in the Chilka lake.