Jump to content

ପାରିତୋଷିକ

ଉଇକିଅଭିଧାନ‌ରୁ

ପାରିତୋଷିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପରିତୋଷ+ଇକ)

[ସମ୍ପାଦନା]

ଆନନ୍ଦଜନକ — Pleasing; gratifying (Apte)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବକ୍ସିସ୍ —୧. Reward; gratuity.
୨. ଭେଟି; ଉପଢ଼ୌକନ; ଉପହାର —୨. A present.
୩. ପୁରସ୍କାର; ପ୍ରାଇଜ୍ —୩. Prize.