ପାରିପାତ୍ରା
ଦେଖଣା
ପାରିପାତ୍ରା
ଉଚ୍ଚାରଣ
[ସମ୍ପାଦନା](ପାରିପାତ୍ରକ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ସପ୍ତ କୁଳପର୍ବତରୁ ଏକ — One of the ୭ mythological ranges of the globe.
[ଦ୍ରଷ୍ଟବ୍ୟ —ଏହା ବିନ୍ଧ୍ୟ ପର୍ବତର ଅନ୍ତର୍ଗତ ବୋଲି କଥିତ; ଏଥିରୁ ବେଦସ୍ମୃତି, ବେଦବତୀ, ବୃତ୍ରଘ୍ନୀ, ସିନ୍ଧୁ, ସାନନ୍ଦିନୀ, ସଦାନିରା, ମଟ୍ଟୀ ପାରା, ଚର୍ମଣ୍ୱତୀ, ନୃପୀ, ବିଦିଶା, ବେକ୍ରବତୀ ଓ ଶିପ୍ରା ଆଦି ନଦୀ ବାହରି ଥିବାର ପ୍ରସିଦ୍ଧ ଅଛି]