ପାରିପାର୍ଶ୍ୱିକ
ଦେଖଣା
ପାରିପାର୍ଶ୍ୱିକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପାରିପାର୍ଶ୍ୱ+ଇକ)
[ସମ୍ପାଦନା]- ୧. ଚତୁର୍ଦ୍ଦିଗ୍ୱର୍ତ୍ତୀ — ୧. Surrounding; concomitant.
- ୨. ପାର୍ଶ୍ୱବର୍ତ୍ତୀ —୨. Sitnate on the side.
ସଂସ୍କୃତ - ବିଶେଷ୍ୟ - ଫୁ
[ସମ୍ପାଦନା]- ୧. ପାରିଷଦ —୧. Courtier.
- ୨. ପାର୍ଶ୍ୱଚର; ପାଥଲୋକ; ଭୃତ୍ୟ; ଚାକର — ୨. Attendant; servant.
- ୩. ସହଚର —୩. Companion.
- ୪. (ନଟ୍ୟଶାସ୍ତ୍ର) ସୂତାଧାରର ସହଚର ନଟ — ୪. An assistant to the head actor.
- ୫. ଉପଗ୍ରହ; ଗ୍ରହର ଚାରିପାଖେ ପରିଭ୍ରମଣ କରୁଥିବା କ୍ଷୁଦ୍ର ଗ୍ରହ— (ଯେପରି ଚନ୍ଦ୍ର ପୃଥୀବୀର ପାରିପାର୍ଶ୍ୱିକ) ୫. A satellite of a planet.