Jump to content

ପାରିପ୍ଲବ

ଉଇକିଅଭିଧାନ‌ରୁ

ପାରିପ୍ଲବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପରିପ୍ଲବ+ସ୍ୱାର୍ଥେ. ଅ)

[ସମ୍ପାଦନା]
୧. ବେପାମାନ; କମ୍ପମାନ; ପରିପ୍ଲବ —୧. Trembling; shivering; unsteady; tremulous.
୨. ଅସ୍ଥିର; କାତର; ବ୍ୟାକୁଳ —୨. Troubled; agitated; bewildered.
୩. ପହଁରିଥିବା; ଭାସମାନ —୩. Swimming; floating.

ସଂସ୍କୃତ - ବିଶେଷ୍ୟ - ୧—(ନାମ)

[ସମ୍ପାଦନା]

ହିନ୍ଦୁମାନଙ୍କର ତୀର୍ଥବିଶେଷ — ୧. A sacred place of the Hindus.

କୁରୁକ୍ଷେତ୍ର ପାରିପ୍ଳରେ ସ୍ନାନ କଲେ ଅଗ୍ନିଷ୍ଟୋମ ଫଳ ଳଭଇ ସେହୁ ଭଲେ କୃଷ୍ଣସିଂହ. ମହାଭାରତ. ବନ

୨. ଡଙ୍ଗା —୨. Boat (Apte).,
୩. ଅସ୍ଥିରତା —୩. Restlessness (Apte)
୪. ଜଳପକ୍ଷି ବିଶେଷ (ହିନ୍ଦୀ - ଶ) —୪. A kind of aquatic bird.