ପାରିବାର
ଦେଖଣା
ପାରିବାର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ପୁଂ. ଓ ସ୍ତ୍ରୀ) (ତୁଳ. ସଂସ୍କୃତ - ପାରଙ୍ଗମ)
[ସମ୍ପାଦନା]- ୧. ଯୋଗ୍ୟ; ସାମର୍ଥ —୧. Competent; capable.
ତୁମ୍ଭେମାନେ ହୋଇଛ ଏବେ ପାରିବତ କୃଷ୍ଣସିଂହ, ମହାଭାରତ, ସଭା
- ୨. ବଳୁଆ —୨. Strong.
- ୩. ଅର୍ଜନ କାରୁଆ —୩. Earning.
- ୪. ଉପଯୁକ୍ତ —୪. Fit.
- ୫. ଉତ୍କୃଷ୍ଟ —୫. Excellent.