Jump to content

ପାରିବାର ପଣ

ଉଇକିଅଭିଧାନ‌ରୁ

ପାରିବାର ପଣ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ପାରିବାର ପଣିଆ (ଆଁ), ପାରିଲାର ପଣ, ପାରିଲାର ପଣିଆ(ଆଁ)ଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଯୋଗ୍ୟତା —୧. Capability; competence; ability.
୨. ବଳୁଆ ପଣ; କ୍ଷମତା; ସାମର୍ଥ୍ୟ — ୨. Strength; potency.
୩. ଉତ୍କୃର୍ଷ; ବାହାଦୁରୀ — ୩. Excellence.