Jump to content

ପାରିଭାଷିକ

ଉଇକିଅଭିଧାନ‌ରୁ

ପାରିଭାଷିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପରିଭାଷା+ଇକ)

[ସମ୍ପାଦନା]
୧. ପରୀଭାଷା ସମନ୍ଧୀୟ; ଶିଳ୍ପ, ବିଜ୍ଞାନ, ଦର୍ଶନ, ଦର୍ଶନାଦି ବିଶେଷ ବିଶେଷ ଶାସ୍ତ୍ରରେ ବ୍ୟବହୃତ ଓ ବିଶେଷାର୍ଥ ବାଚକ (ଶବ୍ଦ) — ୧. Glossarial; coventional; technical (words).
୨. ସାଧାରଣ, ପ୍ରଚଳିତ —୨. Current; Universally received (Apte).