ପାରିଶ
ଦେଖଣା
ପାରିଶ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାରିଶ
|
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ପର୍ବତ କାଉଁରିଆ — ୧. A kind of plant.
[ଏହାର ଗଛ ଭେଣ୍ଡି ଗଛ ପରି; ଫଳ କପା ବକଡ଼ା ପରି; ଏ ପତ୍ର ଓ ଫଳ ଖାଇବାକୁ ଖଟା ଏଥିରେ ଫୁଲ ଭେଣ୍ଡି ଫୁଲ ପରି ପଞ୍ଚଦଳ ଏହାର ମୁଳ ମିଠା; ଛାଲ ମିଠା ଓ କଷା ବୌଦ୍ୟକ— ମତରେ ଏ ଫଳ ଗୁରୁପାକ, କୃମିଘ୍ନ ଶୁକ୍ର ବର୍ଦ୍ଧକ ଓ କଫକାର— (ହିନ୍ଦୀ - ଶ.)
- ୧. ପାରୀଶ (ଦେଖ) - —୨. Pārīṡa (See)]