Jump to content

ପାରିହାରିକ

ଉଇକିଅଭିଧାନ‌ରୁ

ପାରିହାରିକ

ଉଚ୍ଚାରଣ

[ସମ୍ପାଦନା]
(ପାରୀହାରିକୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ଯେ ଧରେ — ୧. Taking; seizing (Apte).
୨. ବେଷ୍ଟନକରୀ —୨. Surrounding (Apte).

ସଂସ୍କୃତ - ବିଶେଷ୍ୟ - ପୁଂ.

[ସମ୍ପାଦନା]
୧. ମାଳାକାର — ୧. A maker of garlands.