ପାରି କରିବା
ଦେଖଣା
ପାରି କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଲୋକଆଦିଙ୍କୁ ନଦୀର ଏକ ପାରିରୁ ଅପର ପାରିକୁ ନୌକାଆଦିଦ୍ୱାରା ନେବା —୧. To ferry across; to transport people etc. over a river.
ପାଣ୍ଡବର ଆଶା ତରୀ ପାରିକଲ ହେଲେ ରାଧାନାଥ, ମହାଯାତ୍ରା
- ୨. ଉଦ୍ଧାର କରିବା —୨. To deliver.
ନଳ ଆସିଣ ତୋତେ ଦେବେ ପାରି କରି କୃଷ୍ଣସିଂହ ମହାଭାରତ ବନ