Jump to content

ପାରି ଶୁଆ

ଉଇକିଅଭିଧାନ‌ରୁ

ପାରି ଶୁଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପତ୍ ଧାତୁ ଣିଚ୍=ପାତି ଧାତୁ+ଶୀ ଧାତୁ; ଯାହାକୁ ଭୁମିରେ ପାରି ଶୋଇବାକୁ ହୁଏ)

[ସମ୍ପାଦନା]
୧. ଶର୍ଯ୍ୟା; ବିଛଣା —୧. Bedding.
୨. ବିଛଣା ଚାଦର —୨. Bedsheet.