Jump to content

ପାରି ହେବା

ଉଇକିଅଭିଧାନ‌ରୁ

ପାରି ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ପାର)

[ସମ୍ପାଦନା]
୧. ନଦୀଆଦି ଅତିକ୍ରମ କରିବା; ପାର ହେବା —୧. To cross to go across; or through.

ପାରିହେଲେ ଗ୍ରାହସଂକୁଳ ନଦୀ ନଳ କୃଷ୍ଣସିଂହ. ମହାଭାରତ ବନ


୨. ବିପଦରୁ ଉଦ୍ଧାର ପାଇବା — ୨. To pass through a danger safely.