ପାରୀଶ
ଦେଖଣା
ପାରୀଶ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାରୀଶ
|
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଏକପ୍ରକାର ନାତିବୃହତ୍ ବୃକ୍ଷ — The tulip tree; the Portia tree; Thespesia Populnea.
[ଦ୍ରଷ୍ଟବ୍ୟ —ଏହା ଜବାଦି ବର୍ଗର ତରୁ ପତ୍ର ପାନପରି, ପତ୍ରର ଅଗ ଅଶ୍ୱତ୍ଥ ପତ୍ର ପରି ଲମ୍ୱା, ଫୁଲ ବଡ଼ ବଡ଼ ଓ ହଳଦିଆ, ବର୍ଷା ଋତୁରେ ଫଟେ ଫଳ ଗର୍ଦ୍ଦଭର ଅଣ୍ଡକୋଷ ତୁଲ୍ୟ ଗଛରେ ବକଳକୁ ଚିରିଦେଲେ ହଳିଦିଆ ରସ ବାହାରେ ଏ ଗଛ ଚଟ୍ଟ— ଗ୍ରାମ, ସୁନ୍ଦରବର ଓ ଦକ୍ଷିଣ ଭାରତର ସମୁଦ୍ର ନିକଟବର୍ତ୍ତୀ ପ୍ରଦେଶରେ ଜନ୍ମେ ତାଲିମ ନାମ ପରିଶ, ପାରିଶ— ଯୋଗେଶଚନ୍ଦ୍ର]