ପାରୁଶ
ଦେଖଣା
ପାରୁଶ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - —(ସଂସ୍କୃତ - ପାର୍ଶ୍ୱ)
[ସମ୍ପାଦନା]- ୧. ପାର୍ଶ୍ୱଭାଗ — ୧. Side part.
ପ୍ରଫୁଲ୍ଲ ରସାଳ ବକପଳ ଚାମର ଚାରି ପାରୁଶରେ ପଡ଼େ— ଦୀନକୃଷ୍ଣ. ରସକଲ୍ଲୋଳ
- ୨. ଖାଇବା ବ୍ୟକ୍ତିର ପତ୍ର ନିକଟରେ ଅନ୍ୟ ଅନୁପସ୍ଥିତ ବ୍ୟକ୍ତି ପାଇଁ ପୃଥକ୍ ଥାଳି ବା ପତ୍ରରେ ବଢ଼ା ହୋଇଥିବା ଅନ୍ନ ବ୍ୟଞ୍ଜନ୍ନାଦୀ — ୨. A plate of rice etc served on a seperate plate and kept aside near the plate of an eater.
- ୩. ନୈକଟ୍ୟ; ସାମୀପ୍ୟ —୩. Vicinity.
ସରୋଜରେ ତଟେ ତମାଳ ବନ ପାରୁଶେ ଜମ୍ୱୁ ଜଡ଼ ଘନ ଶିଶୁଶଙ୍କର. ଉଷାଅଭିଳାଷ
- ୪. (ନଦୀ ବା ସମୁଦ୍ରର) ତୀର —୪. Shore.
ଦକ୍ଷିଣ ସିନ୍ଧୁ ଉତ୍ତର ପୀବୁଶେ ଶିଶୁଶଙ୍କର. ଉଷା ଅଭିଳାଷ