ପାରେବତ ଫଳ
ଦେଖଣା
ପାରେବତ ଫଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ପିଦୁଡ଼ି ଫଳ —୧. Guava fruit; Ficus Pigeonis.
[ଦ୍ରଷ୍ଟବ୍ୟ —ଏହା ଉଦ୍ୟାମଜାତ କ୍ଷୁଦ୍ରବୃକ୍ଷ; ମହାପାରେବତ, ସ୍ୱର୍ଣ୍ଣ ପାରେବତ, ସାମ୍ରାଣିଜ, ରକ୍ତ ରୈବତକ, ବୃହତ୍ପାରେବତ ଦ୍ୱୀପଜ ଓ ଦ୍ୱୀପ ର୍ଜ୍ଜୁର ଏହା ବଡ଼ ପିଦୁଡ଼ିର ପର୍ଯାୟ ବୈଦ୍ୟ ଶାସ୍ତ୍ର ମତରେ ଏହା କ୍ରିମି, ବାୟୁ, ତୁଷ୍ଣା, ଜ୍ୱର, ବିଦାହ, ମୁର୍ଛା, ଭ୍ରମ, ଶ୍ରମ ଓ ଶୋଷ ବିନାଶକ ଏହାର ପତ୍ରକୁ ଚୋବାଇ ଘଷିଲେ ମୁହଁର ଅରୁଚି ଓ ଦୁର୍ଗନ୍ଧ ନାଶ ହୁଏ]
- ୨. ଏକ ପ୍ରକାର ଖଜୁରୀ (ହିନ୍ଦୀ - ଶ) — ୨. A kind of date.