Jump to content

ପାର୍ଜନ୍ୟାସ୍ତ୍ର

ଉଇକିଅଭିଧାନ‌ରୁ

ପାର୍ଜନ୍ୟାସ୍ତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପର୍ଜନ୍ୟ+ଅ+ଅସ୍ତ୍ର)

[ସମ୍ପାଦନା]

ଯୁଦ୍ଧାସ୍ତ୍ରବିଶେଷ — A kind of weapon of offence.

ଏ ଅନ୍ତରେ ବନ୍ଧିଲେ କରି ପ୍ରଦକ୍ଷିଣ ମହୀକି ଯାର୍ଜନ୍ୟାସ୍ତ୍ର ବୀର ଫାଳଗୁନ ସେ ଅସ୍ତ୍ର ମହୀ ଭେଦି ଭୀଷ୍ମଙ୍କ ଦକ୍ଷିଣ ପାଶରୁ ଜଳ ଧାର ଜାତ କଲା ଜାଣ କୃଷ୍ଣସିଂହ. ମହାଭାରତ. ଭୀଷ୍ମ

[ଦ୍ରଷ୍ଟବ୍ୟ —ଏ ଅସ୍ତ୍ରଦ୍ୱାରା ଜଳଧାରାର ଉଦ୍ଗମ ହେଉଥିବାର କଥିତ ହେଉଥିଲା]