ପାର୍ଟି
ଦେଖଣା
ପାର୍ଟି
ଉଚ୍ଚାରଣ
[ସମ୍ପାଦନା](ପାଟି—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ପାର୍ଟୀ)
[ସମ୍ପାଦନା]- ୧. କୌଣସି ବିଶେଷ ଉଦ୍ଦେଶ୍ୟରେ ସମବେତ ହୋଇ ଥିବା ବା ଗଠିତ ହୋଇଥିବା ଦଳ — ୧. Party.
(ଯଥା—ମିଉଜିକ୍ ପାର୍ଟି, ଥିଏଟର ପାର୍ଟି)
- ୨. ବିଶେଷ ଉପଲକ୍ଷରେ କରାଯିବା ବନ୍ଧୁ ସମ୍ମିଳନ ଓ ଚାହା ଓ ଜଳଖିଆର ଭୋଜି —୨. A party of friends assembled; evining party; tea party; garden party.
(ଯଥା—ଗାର୍ଡ଼ନ୍ ପାର୍ଟି, ଟୀ ପାର୍ଟି, ଇଭିନିଙ୍ଗ୍ ପାର୍ଟି)
- ୩. ମକଦମାର ପକ୍ଷ (ବାଦୀ ବା ପ୍ରତିବାଦୀ) — ୩. A party in a case.