ପାର୍ଥଳୀ
ତୋଷଳୀ (ଦେଖ) - Toshāḻī (See)
[ଦ୍ରଷ୍ଟବ୍ୟ —ଅନ୍ୟ ନାମ 'ଏକ ପ୍ରସ୍ତର' ବା 'ତୋଷଳୀ' ଚନ୍ଦ୍ରଗୁପ୍ତଙ୍କ ରାଜଦୁତ ମେଗାସ୍ଥିନିସ୍ 'ଏକ ପ୍ରସ୍ତର' ବା ତୋଷାଳୀକୁ 'ପାର୍ଥଳୀ' ବୋଲି ଲେଖିଥିଲେ କୃପାସିନ୍ଧୁ. ଇତିହାସ]