Jump to content

ପାର୍ଥୀବୀ

ଉଇକିଅଭିଧାନ‌ରୁ

ପାର୍ଥୀବୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ପୃଥୀବୀ+ଅପତ୍ୟାର୍ଥେ. ଅ+ସ୍ତ୍ରୀ. ଈ)

[ସମ୍ପାଦନା]
୧. ସୀତା — ୧. Sītā

ବେଧା କହିଛି ଦଶମୂର୍ଦ୍ଧ ଅଶୁଭ ସୁଚନା ଲୋଡ଼ା ପାର୍ଥବୀ— ଭଞ୍ଜ. ବୈଦେହୀଶବିଳାସ

୨. ଲକ୍ଷ୍ମୀ —୨. Goddess Lakshmī (Apte).
୩. ଉମା; ପାର୍ବତୀ (ହିନ୍ଦୀ - ଶ) —୩. Goddess Pārbatī