Jump to content

ପାର୍ବଣ

ଉଇକିଅଭିଧାନ‌ରୁ

ପାର୍ବଣ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପର୍ବନ୍=ଅମାବାସ୍ୟାଦି ତିଥି+କୃତ ବା ଦତ୍ତାର୍ଥେ. ଅ)

[ସମ୍ପାଦନା]
୧. ଅମାବାସ୍ୟା ଓ ପୂର୍ଣ୍ଣିମାଦି ପର୍ବରେ କୃତ ଶ୍ରାଦ୍ଧ — ୧. Srāddha performed on new moon and full moon.
୨. ଚନ୍ଦ୍ରଙ୍କ କଳାବୃଦ୍ଧି —୨. Waxing of the Moon. (Apte).
୩. ମୃଗବିଶେଷ —୩. A kind of antelope.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଦଶହରା; ଦୁର୍ଗାପୂଜା — The autumnal worship of Durgā