ପାର୍ବତ
ଦେଖଣା
ପାର୍ବତ
ଉଚ୍ଚାରଣ
[ସମ୍ପାଦନା](ପାର୍ବତୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ପର୍ବତ+ଅ)
[ସମ୍ପାଦନା]- ୧. ପାର୍ବତ୍ୟ — ୧. Mountainous.
- ୨. ପର୍ବତବାସୀ — ୨. Living on a mountain.
- ୩. ପର୍ବତଜାତ — ୩. Growing on or coming from a mountain.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ମହାନିମ୍ୱ; ଘୋଡ଼ାନିମ୍ୱ ଗଛ — ୧. A kind of Nim tree.
- ୨. ଶିଳାଜତୁ (ହିନ୍ଦୀ - ଶ) —୨. Benzoin.
- ୩. ପାରାବତ; ପାରା —୩. Pigeon.
- ୪. ସୀସାଧାତୁ (ହିନ୍ଦୀ - ଶ) —୪. Lead.